ମାଆ ପାଇଁ ଦିନଟିଏ - ବିଶ୍ୱ ମାତୃ ଦିବସ

ମାଆ ପାଇଁ କୌଣସି ଗୋଟିଏ ଦିନ ନୁହେଁ, ଜୀବନ ଥିବା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ହୃଦୟରେ ମାଆ ପ୍ରତି ଭଲପାଇବା ଓ ସମ୍ମାନ ରହିଛି ଆଉ ରହିବ । ସେଥିପାଇଁ ତ ପ୍ରତି ମାଆଙ୍କୁ ଉତ୍ସର୍ଗୀକୃତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହେଉଛି ବିଶ୍ୱ ମାତୃ ଦିବସ ।


ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମାଆ । ମାଆର ତୁଳନା ନାହିଁ କି ବିକଳ୍ପ ନାହିଁ । ମା’ ଶବ୍ଦଟି ଛୋଟ କିନ୍ତୁ ଏହାର ଅର୍ଥ ବ୍ୟାପକ । ସେ ହେଉଛି ମମତା ପୁଣି କ୍ଷମତା । ସେ ସ୍ୱର୍ଗଠାରୁ ବଡ ଓ ପୁଣି ଈଶ୍ବରଙ୍କଠାରୁ ମହାନ । ସଂସାରର ଯେତେ ଶ୍ରଦ୍ଧା ସବୁ ମା’ଠୁ ଆରମ୍ଭ, ମା’ଠାରେ ହିଁ ଶେଷ । ସାରା ଜୀବନ ଯାହାର ନିଜର

"ମାଆ ପାଇଁ ଦିନଟିଏ - ବିଶ୍ୱ ମାତୃ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ