1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ରାଜନୈତିକ ମସଲା - ପିଆଜ
ଭାରତୀୟ ରାଜନୀତିରେ ପିଆଜର ପ୍ରଭାବ ବହୁ ଅଧିକ ଦେଖିବାକୁ ମିଳିଛି | ଏଠି ପିଆଜର ରେକର୍ଡ ଦର ସରକାର ଭାଙ୍ଗିଛି ଆଉ ସରକାର ଗଢ଼ିଛି | ପିଆଜ ଅଟଳ ବିହାରୀ ବଜେପେୟୀଙ୍କ ସରକାରକୁ ଭାଙ୍ଗିଥିବାବେଳେ ଇନ୍ଦିରାକୁ ପୁଣିଥରେ କ୍ଷମତାସୀନ କରିଥିଲା | ପୁଣି କେବେ ପିଆଜ ନିର୍ବାଚନୀ ମୁଦ୍ଦା ପାଲଟିଛି | ଯେବେ ଯେବେ ପିଆଜ ଦର ଆକାଶ ଛୁଆଁ ହୋଇଛି, ସେବେସେବେ ଜାତୀୟ ରାଜନୀତିରେ ଭୂମିକମ୍ପ ଆସିଛି |
ଗରିବଠାରୁ ଧନୀ ସମସ୍ତଙ୍କ ଖାଇବା ଥାଳିରେ ଥାଏ ପିଆଜ । ପିଆଜ ଏମିତି ଏକ ଖାଦ୍ୟ, ଯାହାକୁ କଞ୍ଚାରେ ଖାଇବା ପାଇଁ ଲୋକେ ବେଶ୍ ଭଲ ପା’ନ୍ତି । ପଖାଳ ଭାତ ହେଉ କି ଗରମ ଭାତ ଅବା ରୁଟି ସହିତ ପିଆଜଟିଏ ଥିଲେ ଖାଇବାଟା ବେଶ୍ ଜମେ । କେବଳ ଦେଶୀ ଖାଦ୍ୟ ନୁହେଁ ବିଦେଶୀ ଖାଦ୍ୟରେ ମଧ୍ୟ ପିଆଜର ବ୍ୟବହାର ପ୍ରଚୁର । ଆମର ନିତିଦିନିଆ ଖାଦ୍ୟରେ ପିଆଜର ଆବଶ୍ୟକତା ଖୁବ୍ ବେଶି । ତରକାରୀ, ଭଜା, ସାଲାଡ଼, ଚଟଣୀ ପ୍ରଭୃତି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତିରେ ପିଆଜ ବ୍ୟବହୃତ ହୁଏ । ଘରେ ଘରେ ରହିଛି ପିଆଜର ଚାହିଦା । ବିନା ପିଆଜରେ ରୋଷେଇ ପାଇଁ ହାତ ଯାଏନି । ବିଭିନ୍ନ ବ୍ୟଞ୍ଜନର ସ୍ୱାଦ ବଢ଼ାଇ ଦେଇଥାଏ ପିଆଜ । ମସଲା ତରକାରୀ ହେଉ ଅଥବା ଛୁଙ୍କ ସବୁଥିରେ ପିଆଜ ଲୋଡ଼ା ହୁଏ । ଦେଶରେ ପ୍ରତିଦିନ କୋଟି
"ରାଜନୈତିକ ମସଲା - ପିଆଜ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |