ଭାରତୀୟ ମସଲାର କାହାଣୀ: ଧନିଆକୁ ନେଇ କିଛି କଥା

ପୂର୍ବ ଅଧ୍ୟାୟରେ ଆମେ ଭାରତୀୟ ମସଲା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କ୍ରମରେ ଆଜି ରହିଛି ଭାରତୀୟ ମସଲାର ଅନ୍ୟ ଏକ ପ୍ରମୁଖ ଉପାଦାନ ଧନିଆ । ଆସନ୍ତୁ ଆମେ ସେଇ ମସଲା ସମ୍ପର୍କରେ ଆଲୋଚନା କରିବା ।


ଧନିଆକୁ କିଏ ବା ନ ଜାଣେ । ଡାଲି ହେଉ କି ତରକାରୀ ଯଦି ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ । ସେଥିପାଇଁ ସମସ୍ତଙ୍କ ରୋଷେଇ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ । ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ । ଭାରତୀୟ ମସଲାରେ

"ଭାରତୀୟ ମସଲାର କାହାଣୀ: ଧନିଆକୁ ନେଇ କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ