ଚିତ୍ରରେ: ୧୫ତମ ବାର୍ଷିକ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର ଅଧୀନରେ ଆୟୋଜିତ ହୋଇଥିବା ୧୫ତମ ବାର୍ଷିକ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା


ଭୁବନେଶ୍ୱର: ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର ଅଧୀନରେ ଆୟୋଜିତ ହୋଇଥିବା ୧୫ତମ ବାର୍ଷିକ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଗୁରୁବାର ଦିନ ଶେଷ ହୋଇଛି।

ଜନତା ମଇଦାନ ରେ ୨୫୦ ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯାଇ ଦେଶର ବିଭିନ୍ନ ସ୍ଥାନରୁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରାଯାଇଥିଲା |


ଏକ ତ୍ରୁଟି ରିପୋର୍ଟ କରନ୍ତୁ