କିଶୋରମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଯୌନ ଶିକ୍ଷା ?

ଆଜିର ସମାଜରେ ସବୁଠାରୁ ଅଧିକ ଅନାଲୋଚିତ ବିଷୟ ହେଉଛି 'ଯୌନ (ସେକ୍ସ)', ଯଦିଓ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆଲୋଚନା । କିଶୋରମାନଙ୍କୁ ଯୌନ ଶିକ୍ଷା ଏବଂ ଜୀବନରେ ଏହାର ଗୁରୁତ୍ୱ ବିଷୟରେ ଶିକ୍ଷା ଦେବା ଆବଶ୍ୟକ ।


ଆଜିର ସମାଜରେ ସବୁଠାରୁ ଅଧିକ ଅନାଲୋଚିତ, ନିଷେଧ ବିଷୟ ହେଉଛି 'ସେକ୍ସ ବା ଯୌନ ଶିକ୍ଷା ', ଯଦିଓ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଦୈନନ୍ଦିନର ଅତି ଆବଶ୍ୟକ ବିଷୟବସ୍ତୁ ମଧ୍ୟରୁ ଅନ୍ୟତମ । ଆଜିର ଯୁବବର୍ଗଙ୍କୁ ଯୌନ ସମ୍ପର୍କ ଏବଂ ଜୀବନରେ ଏହାର ଗୁରୁତ୍ୱ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ । ଆଜିର ଯୁବପିଢ଼ି ଏହା ସମ୍ବନ୍ଧରେ ଭୁଲ ଚିନ୍ତା କରୁଛନ୍ତି । କାରଣ ଏହି

"କିଶୋରମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଯୌନ ଶିକ୍ଷା ?" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ