ଚକ୍ରବାତ ବା ଝଡ଼ କିପରି ସୃଷ୍ଟି ହୁଏ

ଆପଣମାନେ ‘ଦାନା ବାନ୍ଧୁଛି ଅମୁକ ବାତ୍ୟା' ବା ଅମୁକ ବାତ୍ୟା ବଳ ଗୋଟାଉଛି ପରି ଵାକ୍ୟାଂଶ ନିଶ୍ଚୟ ଶୁଣିଥିବେ । ବାତ୍ୟା ହେବାକୁ ଥିବାବେଳେ ଏପରି ବାକ୍ୟଟି ପ୍ରାୟତଃ ଶୁଣିବାକୁ ମିଳେ ।


ଆପଣ ଝଡ଼ ବାତ୍ୟାର ନାଁ ତ ନିଶ୍ଚୟ ଶୁଣିଥିବେ । ଏହାକୁ ସାଇକ୍ଲୋନ ମଧ୍ୟ କୁହାଯାଏ । ଵୈଜ୍ଞାନିକମାନେ ଏହାକୁ ଟ୍ରପିକାଲ୍ ସାଇକ୍ଲୋନ୍ ବୋଲି କୁହନ୍ତି । ଏହି ସବୁ ଚକ୍ରବାତଗୁଡିକ ଉତ୍ପତ୍ତି ସ୍ଥଳର ନାମାନୁସାରେ ନାମିତ ହୋଇଥାଏ । ତେବେ କେବଳ ପୂର୍ବ ପ୍ରଶାନ୍ତ ମହାସାଗର କିମ୍ବା ଆଟଲାଣ୍ଟିକ୍ ମହାସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟକୁ ଝଡ଼ କୁହାଯାଏ । ଉତ୍ପତ୍ତି ସ୍ଥଳର ନାମାନୁସାରେ ଆମେ ସେଇ ଚକ୍ରବାତକୁ ସେଇ

"ଚକ୍ରବାତ ବା ଝଡ଼ କିପରି ସୃଷ୍ଟି ହୁଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ