ସମୟ ସ୍ରୋତରେ ହଜିଯାଉଥିବା ଘରକରଣା ଜିନିଷ: ଢିଙ୍କି, ଶିଳ, ଚକି, ପନିକି

ପୂର୍ବକାଳର ଶିଳ, ଶିଳପୁଆ, ଚକି, ପନିକି, ଢିଙ୍କି ଓ ହେମଦସ୍ତା ଭଳି ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ । ଏସବୁ ସ୍ଥାନରେ ରହିଛି ଏବେକାଳର ଆଧୁନିକ ଯନ୍ତ୍ର ।


ଫଟୋ: ୱିକି କମନ୍ସ
ଆଧୁନିକତାର ଦୌଡ଼ ଏବଂ ସମୟର ସ୍ପଳ୍ପତା ଭିତରେ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଆଜିକାଲି ଆମେ ପୁରୁଣା ଘରକରଣା ଜିନିଷକୁ ଛାଡ଼ି ଆଧୁନିକ ଯନ୍ତ୍ରଗୁଡିକ ଉପରେ ବେଶୀ ନିର୍ଭରଶୀଳ ହେଉଛେ । ଆମର ନିତିଦିନିଆ ଜୀବନରେ ଏମାନଙ୍କର ଗୁରୁତ୍ୱ ବେଶୀ ବଢିଯାଇଛି । ଆମେ ଫ୍ରିଜ, ମାଇକ୍ରୋ ଓଭେନ, ୱାସିଂମେସିନ, ମିକ୍ସର ଆଦିର ବ୍ୟବହାର କରୁଛୁ । ସମୟ ସ୍ରୋତରେ

"ସମୟ ସ୍ରୋତରେ ହଜିଯାଉଥିବା ଘରକରଣା ଜିନିଷ: ଢିଙ୍କି, ଶିଳ, ଚକି, ପନିକି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ