ହିଡନ୍‌ (ଲୁକ୍କାୟିତ) ୱେବ୍ ଏବଂ ଅନିୟନ୍‌ ରାଉଟିଙ୍ଗ୍‌

ଏକ ହିମଖଣ୍ଡ ପରି, ଇଣ୍ଟରନେଟରେ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ଲୁକ୍କାୟିତ ଅବସ୍ଥାରେ ରହିଛି, ଯାହା ସାଧାରଣ ବ୍ୟବହାକାରୀଙ୍କ ଅଦୃଶ୍ୟ ସଦୃଶ ।


ଯେହେତୁ ଆପଣ ଏହି ପ୍ରବନ୍ଧଟିକୁ ପଢୁଛନ୍ତି ଆମେ ଅନୁମାନ କରୁଛୁ ଯେ ଆପଣ ଇଣ୍ଟରନେଟ ସହ ଭଲ ଭାବରେ ପରିଚିତ ଅଛନ୍ତି । ଏହା ସହିତ ଆପଣ ୱେବ୍ ସର୍ପିଙ୍ଗ୍‌ ସମ୍ପର୍କରେ ମଧ୍ୟ ଅଳ୍ପ ବହୁତେ ଜାଣିଥିବେ । କିନ୍ତୁ ଏମିତି କିଛି ୱେବ୍ସାଇଟ୍ ଅଛି ଯାହାକୁ ଆମେ ସାଧାରଣ ୱେବ୍ ବ୍ରାଉଜରରେ ଖୋଲି ପାରିବା ନାହିଁ, ଅର୍ଥାତ୍‌ ତାହା ଷ୍ଟାଣ୍ଡାର୍ଡ ୱେବ୍୍ ବ୍ରାଉଜର୍ ପାଇଁ ଅଦୃଶ୍ୟ ଅଟେ

"ହିଡନ୍‌ (ଲୁକ୍କାୟିତ) ୱେବ୍ ଏବଂ ଅନିୟନ୍‌ ରାଉଟିଙ୍ଗ୍‌" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ