ଯୁବବର୍ଗ ଏବଂ ହୃଦ୍‌ଘାତ

କାର୍ଡିଆକ ଆରେଷ୍ଟ ଏପରି ଏକ ଅବସ୍ଥା ଯେଉଁଥିରେ ହୃତପିଣ୍ଡ ହଠାତ୍ ଏବଂ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଯାଏ । ଯୁବକମାନଙ୍କ ନିକଟରେ ଏହା ଅଧିକ କାହିଁକି ?


କାର୍ଡିଆକ ଆରେଷ୍ଟ ମୁଖ୍ୟତ ହୃଦୟରେ ଏକ ବୈଦ୍ୟୁତିକ ତ୍ରୁଟି, ଯାହା ଏକ ଅନିୟମିତ ହୃଦସ୍ପନ୍ଦନ ସୃଷ୍ଟି କରେ । ହୃଦପିଣ୍ଡ ଭିତରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ସୃଷ୍ଟି ହେଲେ କାର୍ଡଆକ ଆରେଷ୍ଟ ହୋଇଥାଏ । ସରଳ ଭାଷାରେ କହିବାକୁ ଗଲେ ଏଥିରେ ହୃତ୍‌ପିଣ୍ଡ ଭିତରେ ବିଭିନ୍ନ ଅଂଶ ମଧ୍ୟରେ ସୂଚନା ଆଦାନ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଥାଏ, ଯାହା ହୃତ୍‌ସ୍ଫନ୍ଦନ ଉପରେ ଖରାପ ପ୍ରଭାବ ପକାଇଥାଏ । କାର୍ଡିଆକ ଆରେଷ୍ଟ ଓ

"ଯୁବବର୍ଗ ଏବଂ ହୃଦ୍‌ଘାତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ