1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’

୧୯୫୧ ମସିହାରେ ପରଦାକୁ ଆସିଥିଲା ଏକ ଭିନ୍ନସ୍ୱାଦର ଓଡ଼ିଆ ସିନେମା । ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ବିଦେଶୀ ଭାଷାର ଗୀତ ଓ ଶୀର୍ଷକ ଦେଖିବାକୁ ମିଳିଲା । ଏହି ସିନେମାଟି ଥିଲା ‘ରୋଲ୍ସ - ୨ - ୮’ । ଏହା ପ୍ରଥମ ଇଂରାଜୀ ଶୀର୍ଷକର ଓଡ଼ିଆ ସିନେମା ଥିଲା । ଏହି ଓଡ଼ିଆ ସିନେମାରେ କଲ୍ୟାଣ ଗୁପ୍ତା ନିର୍ଦ୍ଦେଶନା ଦେଇଥିଲେ । ସିନେମାର ପ୍ରଯୋଜନା ଭାର ରତିକାନ୍ତ ପାଢ଼ୀଙ୍କ ହାତର ନ୍ୟସ୍ତ ଥିଲା । ବୃନ୍ଦାବନ ମହାପାତ୍ର ଏହି ସିନେମାର ସଂଳାପ ଲେଖିଥିବାବେଳେ ଏହାର ଚିତ୍ରନାଟ୍ୟ ଦେଇଥିଲେ ନିର୍ଦ୍ଦେଶକ କଲ୍ୟାଣ ଗୁପ୍ତା । କାଳୀଚରଣ ପଟ୍ଟନାୟକଙ୍କ କାହାଣୀର ଏଇ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌର ଗୋସ୍ୱାମୀ, ନୃପେନ୍ଦ୍ର ପାଲ୍ । ସିନେମାରେ କାଳୀଚରଣ ପଟ୍ଟନାୟକ, ରାଧାରମଣ ରାୟ, ବ୍ରଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରମୁଖ ଗୀତ ରଚନା କରିଥିବାବେଳେ ଏଥିରେ ଗୀତଗୁଡିକ ଗାଇଥିଲେ କମଳା ଦେବୀ, ରାଧାରମଣ ରାୟ, ପ୍ରଫୁଲ୍ଲ କୁମାର ସିଂହଦେଓ ପ୍ରମୁଖ । ତ୍ରିକୋଣୀୟ ପ୍ରେମକାହାଣୀ ତଥା ସାମାଜିକ ପୃଷ୍ଠଭୂମି ଉପରେ ଗତିଶୀଳ ଏଇ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବିମଳା ଦେବୀ, କିଶୋରି ଦେବୀ, ଗିରିଧାରି, ରତିକାନ୍ତ ପାଢ଼ି, ପଙ୍କଜ, ଅନିମା ପେଦିନି, ରାଜେନ୍ଦ୍ର ପ୍ରମୁଖ । ଏହି ସିନେମାରେ ପ୍ରଥମ ଥର ପାଇଁ ଏକ ଗୀତ ଉଭୟ ହିନ୍ଦୀ ଓ ଇଂରାଜୀରେ ରହିଥିଲା । ‘ଇଣ୍ଡିଆ ଦେଶ ହମାରା’ ଗୀତଟି ଉଭୟ ହିନ୍ଦୀ

"ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |