ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ (E2EE)

ଏକ ସଂଚାର ପ୍ରଣାଳୀ ଯେଉଁଠାରେ କେବଳ ଯୋଗାଯୋଗ କରୁଥିବା ଉପଭୋକ୍ତା ହିଁ ବାର୍ତ୍ତା ପଢ଼ିପାରିବ ।


ଇଣ୍ଟରନେଟରେ ଗୋପନୀୟତା ଏବଂ ନିରାପତ୍ତାକୁ ନେଇ ସବୁବେଳେ ପ୍ରଶ୍ନ ଉଠିଛି । ନିକଟ ଅତୀତରେ ମଧ୍ୟ ଏହି ପ୍ରସଙ୍ଗଟି ସମସ୍ତଙ୍କ ପାଇଁ ଏକ ଆଗ୍ରହର ବିଷୟ ପାଲଟିଛି । ତଥ୍ୟର ଗୋପନୀୟତାକୁ ନେଇ ସାଧାରଣରେ ଚିନ୍ତା ବଢ଼ୁଥିବାବେଳେ କମ୍ପାନୀଗୁଡିକ ଉପଭୋକ୍ତାମାନଙ୍କୁ ସେମାନଙ୍କର ତଥ୍ୟ ସୁରକ୍ଷିତ ଅଛି ବୋଲି ଆଶ୍ୱାସନା ଦେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ, ସରକାର ମଧ୍ୟ ଏହି ତଥ୍ୟ ଗୋପନୀୟତାକୁ ଆଧାର କରି ବଡ ବଡ଼ ବୈଷୟିକ

"ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ (E2EE)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ