ଦ୍ବାଦଶ ଜ୍ଯୋର୍ତିଲିଙ୍ଗ

ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ୱରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତର ବାରଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ରୂପେ ପୂଜା ପାଉଛନ୍ତି ।


ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସ ହେଉଛି ଏକ ଏକ ପୁଣ୍ୟର ମାସ | ପ୍ରତ୍ୟେକ ମାସରେ ପାଳିତ ହେଉଥିବା ଓଷା ବ୍ରତ, ପୂଜା ଆମ ଆଧ୍ୟାତ୍ମିକ ଜୀବନକୁ ଉନ୍ନତ କରେ | ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସ ପ୍ରାୟତଃ ଦେବାଦେବୀଙ୍କୁ ଉତ୍ସର୍ଗ କରାଯାଇଥାଏ | ଯେମିତିକି ମାର୍ଗଶିର ମାସଟି ମାତା ଲକ୍ଷ୍ମୀଙ୍କ ପାଇଁ, କାର୍ତ୍ତିକ ମାସ ପ୍ରଭୁ କାର୍ତ୍ତିକଙ୍କ ପାଇଁ ହୋଇଥିବାବେଳେ ଏହି ମାସରେ ବିଷ୍ଣୁ ଓ ଶିବଙ୍କ ପୂଜା

"ଦ୍ବାଦଶ ଜ୍ଯୋର୍ତିଲିଙ୍ଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ