1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ପ୍ରତିବର୍ଷ ଦେଶରେ ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯାଏ । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କର ଆଜି ୧୧୬ତମ ଜନ୍ମଦିବସ । ଭାରତୀୟ ହକି ଜଗତର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ସ୍ମୃତିରେ ପ୍ରତିବର୍ଷ ଏହାକୁ ରାଷ୍ଟ୍ରୀୟ ଖେଳ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ଖେଳ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଭବନରେ ପୁରସ୍କାର ପ୍ରଦାନ କରାଯାଏ । ଏହି ପୁରସ୍କାର ମଧ୍ୟରେ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଖେଳର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର (ଯାହା ପୂର୍ବରୁ ରାଜୀବ ଗାନ୍ଧୀ ପୁରସ୍କାର ନାମରେ ନାମିତ ଥିଲା ) ଆଦି ଉଲ୍ଲେଖଯୋଗ୍ୟ ।
୧୯୦୫, ଅଗଷ୍ଟ ୨୯ ତାରିଖରେ ପ୍ରୟାଗରାଜଠାରେ ଜନ୍ମଗ୍ରହଣ କରିଥିଲେ ଧ୍ୟାନଚାନ୍ଦ । ସମଗ୍ର ବିଶ୍ୱରେ ସେ ହକି ୱିଜାର୍ଡ ବା ହକିର ଯାଦୁଗର ନାମରେ ପରିଚିତ । ତାଙ୍କୁ ସମ୍ମାନ ଜଣାଇ ଭାରତରେ ପ୍ରତିବର୍ଷ ଜାତୀୟସ୍ତରରେ "କ୍ରୀଡ଼ା ଦିବସ" ଆୟୋଜିତ ହୋଇଥାଏ । ହକି ସହିତ ଧ୍ୟାନଚାନ୍ଦଙ୍କ ନାଁ ଖୁବ ନିବିଡ ଭାବେ ଜଡିତ । ଲଗାତାର ଭାବେ ୧୯୨୮ର ଆମଷ୍ଟରଡାମ୍ ଅଲମ୍ପିକ, ୧୯୩୨ ମସିହାର ଲସ ଏଞଲସ୍ ଅଲିମ୍ପିକ୍ସ ଓ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ କ୍ରୀଡ଼ାଜଗତର ଏହି କିମ୍ବଦନ୍ତୀ ପୁରୁଷ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ତାଙ୍କ ପିତା ସେନାରେ ଥିବାବେଳେ ସେ ପିତାଙ୍କ
"ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |