ଘର ହେଉ କି ରାଜନୀତି ସବୁଠି ରହିଛି ଖଡ଼ିକା ଝାଡୁ

ବଜାରରେ ବହୁ ପ୍ରକାରର ଫୁଲ ଝାଡୁ, ପ୍ଲାଷ୍ଟିକ ଝାଡୁ ମିଳୁଛି । କିନ୍ତୁ ଖଡିକା ଝାଡୁ ଆଜି ବି ରହିଛି ।


ଆବହମାନ କାଳରୁ ଘରେ ଘରେ ସର୍ବଦା ଖୋଜା ହେଉଥିବା ଦରକାରୀ ବସ୍ତୁ ହେଉଛି ଖଡ଼ିକା ଝାଡୁ । ନଡିଆ ପତ୍ରରୁ ଖଡ଼ିକାକୁ ସଂଗ୍ରହ କରାଯିବା ପରେ ଏହାକୁ ମୁଠା କରି ବାନ୍ଧିଦେଲେ ଖଡ଼ିକା ଝାଡୁ ହୋଇଯାଏ । ତେବେ ନଡିଆ ପତ୍ରରୁ ଖଡ଼ିକା ବାହାର କରିବା ବି ଗୋଟେ କୌଶଳ । ପନିକିରେ ପତ୍ରକୁ ଉଞ୍ଛି ଖଡ଼ିକାକୁ ଯତ୍ନରେ କାଢିବାକୁ ହୋଇଥାଏ । ସମୟ ବଦଳି ଯାଇଛି । ଅବଶ୍ୟ

"ଘର ହେଉ କି ରାଜନୀତି ସବୁଠି ରହିଛି ଖଡ଼ିକା ଝାଡୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ