1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
ଭାରତୀୟମାନେ ମସଲା ପ୍ରିୟ । ତାଙ୍କ ଖାଦ୍ୟରେ ରାଗ, ଲୁଣି, ଖଟା, ମିଠାର ସ୍ୱାଦ ରହିଥାଏ । ଭାରତୀୟ ମସଲାରେ ଲଙ୍କା ଏକ ପ୍ରମୁଖ ଉପାଦାନ । ପ୍ରାୟ ସବୁ ଖାଦ୍ୟରେ ଲଙ୍କାର ପ୍ରଚଳନ ଥାଏ । କେହି କେହି ବିନା ଲଙ୍କାରେ କିଛି ଖାଇପାରନ୍ତି ନାହିଁ । ରାଗ - ଲୁଣି ସ୍ୱାଦଟି ଭାରତୀୟଙ୍କର ବେଶୀ ପ୍ରିୟ । ତରକାରୀ ହେଉ କି ଡାଲି ଛୁଙ୍କ କି ପକୋଡା ସବୁଥିରେ ଲଙ୍କା ତ ନିହାତି ଦରକାର । ଲଙ୍କା ବିନା ଖାଇବାଟା ଖାଇବା ପରି ଲାଗେ ନାହିଁ । ଭାରତୀୟ ଥାଳିରେ କଂଚାଲଙ୍କାଟିଏ ତ ନିଶ୍ଚୟ ଥାଏ । ଏମିତିରେ ଭାରତୀୟଙ୍କ ପ୍ରାୟ ସବୁ ଖାଦ୍ୟରେ ଛୁଙ୍କ ହେଉ କି ଭଜା ସବୁଥିରେ ଶୁଖିଲାଲଙ୍କାଟିଏ ତ ନିହାତି ଦରକାର । ଏହା ଖାଦ୍ୟରେ ବାସ୍ନା ସହିତ ସ୍ୱାଦକୁ ବଦଳାଇ ଦେଇଥାଏ । ଗାଁ ଗହଳରେ କିଛି ନଥିଲେ ଲଙ୍କା ଓ ଟମାଟୋଟିଏ ପୋଡି ଦେଲେ ଖାଇବାଟା ଉଠିଯାଏ । ସେମିତି କଞ୍ଚାଲଙ୍କା, ରସୁଣ ଓ ଶୁଖୁଆ ପୋଡାର ସ୍ୱାଦ ଭାରି ନିଆରା । ପଖାଳ କଂସା ହେଉ କି ଭାତ ଥାଳି ଯଦି କଞ୍ଚାଲଙ୍କାଟିଏ ନଥାଏ ଆମ ଖାଇବା ପୂର୍ଣ୍ଣ ହୋଇନଥାଏ ।
ଲଙ୍କା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି
"ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |