କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ

କ୍ରୀଡା ଏବଂ ଯୁବ ସେବା ବିଭାଗ ଦ୍ୱାରା ଆଜି କିମ୍ବଦନ୍ତୀ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ କଳିଙ୍ଗ ଷ୍ଟାଡିୟମରେ ବାର୍ଷିକ ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି |


ମାରାଥନରେ ଅଂଶଗ୍ରହଣ କରିଥିବା ରନର୍ସ

ଏହି ମାରାଥନରେ ୪୦୦ ରୁ ଅଧିକ ରନର୍ସ ଅଂଶଗ୍ରହଣ କରିଥିଲେ ଏବଂ ଏହା କ୍ରୀଡ଼ା ଓ ଯୁବ ସେବା ଵିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ଦ୍ୱାରା ଫ୍ଲାଗ୍ ଅଫ୍ କରଯାଇଥିଲା |

କରୋନା କଟକଣା ନିର୍ଦ୍ଦେଶାବଳୀ ଅନୁସରଣ କରି ପୂର୍ବ ସଂସ୍କରଣ ପରି, ଏହି ବର୍ଷ ମଧ୍ୟ ମିନି ମାରାଥନ୍ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଥିଲା | କେବଳ କ୍ରୀଡା ଏବଂ ଯୁବ ସେବା ବିଭାଗ ସହିତ ଜଡିତ କ୍ରୀଡ଼ାବିତ୍ ଏବଂ

"କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ