
ବାଙ୍ଗାଲୋର (ଯାହାକୁ ବର୍ତ୍ତମାନ ବେଙ୍ଗାଲୁରୁ କୁହାଯାଉଛି) ଭାରତର ସିଲିକନ୍ ଉପତ୍ୟକା ପାଇଁ ପ୍ରସିଦ୍ଧ । ଏହା କର୍ଣ୍ଣାଟକର ରାଜଧାନୀ ହେବା ସହ ଭାରତର ଏକ ପ୍ରମୁଖ ଆଇଟି ହବ୍ ଭାବେ ବେଶ ପରିଚିତ । ଏହି ସହରର ଅଳ୍ପଦୂରରେ ଏସିଆର ସବୁଠୁ ବଡ ମୋନୋଲିଥ୍ (ଚଟାଣ) ପାହାଡ ଅବସ୍ଥିତ । ସାବନଦୁର୍ଗ ବେଙ୍ଗାଲୁରୁର ପ୍ରାୟ ୬୦ କିଲୋମିଟର ଦୂର ମାଗାଡି ରୋଡ଼ରେ ବିପରୀତରେ ଜଙ୍ଗଲ ମଧ୍ୟରେ ଏକ ବିଶାଳ ଗ୍ରାନାଇଟ୍
"ଏସିଆର ସର୍ବବୃହତ ଚଟାଣ ପାହାଡ - ସାବନଦୁର୍ଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |