ଏସିଆର ସର୍ବବୃହତ ଚଟାଣ ପାହାଡ - ସାବନଦୁର୍ଗ

କର୍ଣ୍ଣାଟକର ସାବନଦୁର୍ଗ ଏସିଆର ସବୁଠୁ ବଡ ଚଟାଣ ପାହାଡ ଓ ଏହା ସବୁଠାରୁ ଲୋକପ୍ରିୟ ଟ୍ରେକିଂ ଗନ୍ତବ୍ୟସ୍ଥଳ ରୂପେ ପରିଚିତ ।


ଫଟାେ - ଜୀବନ ଲାେବାେ
ବାଙ୍ଗାଲୋର (ଯାହାକୁ ବର୍ତ୍ତମାନ ବେଙ୍ଗାଲୁରୁ କୁହାଯାଉଛି) ଭାରତର ସିଲିକନ୍ ଉପତ୍ୟକା ପାଇଁ ପ୍ରସିଦ୍ଧ । ଏହା କର୍ଣ୍ଣାଟକର ରାଜଧାନୀ ହେବା ସହ ଭାରତର ଏକ ପ୍ରମୁଖ ଆଇଟି ହବ୍ ଭାବେ ବେଶ ପରିଚିତ । ଏହି ସହରର ଅଳ୍ପଦୂରରେ ଏସିଆର ସବୁଠୁ ବଡ ମୋନୋଲିଥ୍ (ଚଟାଣ) ପାହାଡ ଅବସ୍ଥିତ । ସାବନଦୁର୍ଗ ବେଙ୍ଗାଲୁରୁର ପ୍ରାୟ ୬୦ କିଲୋମିଟର ଦୂର ମାଗାଡି ରୋଡ଼ରେ ବିପରୀତରେ ଜଙ୍ଗଲ ମଧ୍ୟରେ ଏକ ବିଶାଳ ଗ୍ରାନାଇଟ୍

"ଏସିଆର ସର୍ବବୃହତ ଚଟାଣ ପାହାଡ - ସାବନଦୁର୍ଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ