
ଆଜି ହେଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ । ପ୍ରତିବର୍ଷ ଜୁନ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଙ୍ଘର ଦୁଇ ପ୍ରମୁଖ ସଂସ୍ଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ମିଳିତ ପ୍ରୟାସରେ ଖାଦ୍ୟ ନିରାପତ୍ତା ଆବଶ୍ୟକତା ବିଷୟରେ ସଚେତନତା କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ । ଖାଦ୍ୟ ଓ କୃଷି ସଙ୍ଗଠନ ସହଯୋଗରେ ମିଳିତ
"ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ - ଖାଦ୍ୟର ମାନ ଜୀବନ ବଂଚାଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |