1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
ଓଡ଼ିଆ ସିନେମାରେ ବହୁ ଅଣ ଓଡ଼ିଆ ଅଭିନେତା, ଅଭିନେତ୍ରୀମାନେ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି । ଅଭିନେତ୍ରୀ ରଚନା ବାନାର୍ଜୀ ଓଡ଼ିଆ ନ ହୋଇ ମଧ୍ୟ ବହୁ ଓଡ଼ିଆ ସିନେମାରେ ନିଖୁଣ ଅଭିନୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ନବେ ଦଶକରେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ସିନେମା ‘ପରଦେଶୀ ଚଢ଼େଇ’ରେ ପ୍ରଥମଥର ଲାଗି ଜଣେ ବିଦେଶିନୀଙ୍କୁ ଦେଖିବାକୁ ମିଳିଥିଲା । ୧୯୯୦ ମସିହାରେ ରିଲିଜ ହୋଇଥିବା ଏହି ସିନେମାର ନାୟିକା ସାଜିଥିଲେ ମସ୍କୋର ଅର୍ମିନ୍ତା । ଏଇ ସିନେମାରେ ଅନ୍ୟମାନଂକ ମଧ୍ୟରେ ଅଜିତ ଦାସ, ଦୁଖୀରାମ ସ୍ୱାଇଁ, ସୁଜାତା ଆନନ୍ଦ, ନମ୍ରତା ଦାସ, ହର ପଟ୍ଟନାୟକ, ଅଶ୍ବିନୀ, ଦେବୁ ବ୍ରହ୍ମା ପ୍ରମୁଖ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜ୍ଞାନ ପଟ୍ଟନାୟକ । ଶଙ୍କର କିନ୍ନାଗୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିବାବେଳେ ବିଜୟ ମିଶ୍ର ସଂଳାପ ରଚନା କରିଥିଲେ ।
ଜଣେ ବିଦେଶିନୀର ଓଡ଼ିଆ ପ୍ରୀତିକୁ ନେଇ ଏହି ସିନେମା ଗତିଶୀଳ ହୋଇଥିଲା । ଏଥିରେ ଅର୍ମିନ୍ତା ଲୌରା ଚରିତ୍ରରେ ଅଭିନୟ କରିଥିବାବେଳେ ଜୀବନ ଚରିତ୍ରରେ ଉତ୍ତମ ମହାନ୍ତି ଅଭିନୟ କରିଥିଲେ । ସେହିପରି ମାନସୀ ଚରିତ୍ରରେ ଅଶ୍ବିନୀ ଅଭିନୟ କରିଥିଲେ । ସିନେମାର କାହାଣୀ ଅନୁସାରେ ବିଶ୍ୱରଂଜନ ଚୌଧୁରୀଙ୍କ ତିନି ନାତି ଓ ବିଧବା ବୋହୁ । ମଝିଆ ନାତି ଆମେରିକାରେ ଚାକିରି କରୁଥିବାବେଳେ ସେଠାରେ ସେ ଲୌରା ନାମ୍ନୀ ଜଣେ ବିଦେଶୀ
"ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |