1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
ଚଇତି ପରବ
ବସନ୍ତ ଋତୁର ଶେଷ ମାସ ହେଉଛି ଚୈତ୍ର ମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦ୍ଵାଦଶ ବା ଶେଷ ମାସ । ଚିତ୍ରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଚୈତ୍ର ବା ଚଇତ ମାସ କୁହାଯାଏ । ଓଡ଼ିଆ ସଂସ୍କୃତିରେ ଏହି ମାସଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ମାସରେ ବାସନ୍ତିକ ବା ଚୈତ୍ର ଦୁର୍ଗା ପୂଜା, ଚୈତ୍ର ପ୍ରତିପଦା ତଥା ସୃଷ୍ଟି ଆରମ୍ଭର ଆଦ୍ୟ ଦିବସ, ଅଶୋକାଷ୍ଟମୀ, ରାମ ନବମୀ, ମହାବିଷୁବ ସଂକ୍ରାନ୍ତି, ହିଙ୍ଗୁଳା ଯାତ୍ରା ଓ ଚୈତ୍ର ପୂର୍ଣ୍ଣିମା ଆଦି ପର୍ବ ପାଳନ କରାଯାଏ ।
ଚୈତ୍ର ପୂର୍ଣ୍ଣିମା ହେଉଛି ଚୈତ୍ର ମାସର ଶେଷ ଦିନ । ଦୋଳ ପୂର୍ଣ୍ଣିମା ପରଠାରୁ ଚୈତ୍ର ମାସ ଆରମ୍ଭ ହୋଇ ପୂରା ଏକ ମାସ ଯାଏ ରହିଥାଏ । ଓଡ଼ିଶାର ପୁରପଲ୍ଲୀରେ ଚୈତ୍ର ପୂର୍ଣ୍ଣିମା ବା ଚଇତି ପୁନେଇଁ ହେଉଛି ଏକ ମୁଖ୍ୟ ପର୍ବ । ଚୈତ୍ର ପୂର୍ଣ୍ଣିମାକୁ ଚଇତି ପରବ ଭାବେ ସାରା ଓଡ଼ିଶାରେ ଲୋକମାନେ ପାଳନ କରିଥା’ନ୍ତି । ମା ତାରିଣୀଙ୍କର ଏହା ହେଉଛି ମୁଖ୍ୟ ପର୍ବ । ଏହି ଦିନ ମା ତାରିଣୀଙ୍କର ସୁନାବେଶ ହାେଇଥାଏ । କେବଳ ମା ତାରିଣୀଙ୍କ ପୀଠରେ ନୁହେଁ ଓଡ଼ିଶାର ସବୁ ଦେବୀ ପୀଠରେ ଚଇତି ପର୍ବ ପାଳିତ ହୁଏ ।
କୈବର୍ତ୍ତ ସମ୍ପ୍ରଦାୟଙ୍କ ମୁଖ୍ୟ ପର୍ବ ହେଉଛି ଚୈତ୍ର ପୂର୍ଣ୍ଣିମା । ଘରେ ଘରେ ଖିରି, ପୁରୀ, ପିଠା
"ଚଇତି ପରବ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |