1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ 2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର 3. ଅଗ୍ରପୂଜ୍ୟ ଶ୍ରୀଗଣେଶ 4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ 5. ସାମାଜିକ ଏକତାର ପର୍ବ: ନୂଆଖାଇ 6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା 7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ 8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ 9. ଶାରଦୀୟ ଦୁର୍ଗା ପୂଜା 10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି 11. ଅଁଳା ନବମୀ ଓ ରାଧାପାଦ ଦର୍ଶନ 12. ପଞ୍ଚୁକ ବ୍ରତ ଓ ବଡ଼ ଓଷା 13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ 14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି 15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା 16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ 17. ବକୁଳ ଅମାବାସ୍ୟା 18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା 19. ବସନ୍ତ ପଞ୍ଚମୀ 20. ଏକ ପବିତ୍ର ତିଥି - ମାଘ ସପ୍ତମୀ 21. ଶୈବଧର୍ମ ଓ ଶିବରାତ୍ରି 22. ଦୋଳ ପୂର୍ଣ୍ଣିମା 23. ରଙ୍ଗ ଓ ପ୍ରେମର ପର୍ବ: ହୋଲି 24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା 25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା 26. ରାମ ନବମୀର ମହତ୍ତ୍ବ 27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି 28. ଚଇତି ପରବ 29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା 30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା 31. ପବିତ୍ର ସାବିତ୍ରୀ ବ୍ରତ 32. ରଜ ପର୍ବକୁ ନେଇ କିଛି କଥା 33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର 34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ 35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା 36. ଦୀପାବଳି ଓ ଓଡିଶାରେ କାଳୀ ପୂଜା 37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ 38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ 39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି 40. ମାଘ ମାସ ଓ ମାଘ ପୂର୍ଣ୍ଣମୀ

ଦୀପାବଳି ଓ ଓଡିଶାରେ କାଳୀ ପୂଜା

ଆଲୋକର ପର୍ବ ଦୀପାବଳି । ଭାରତ ତଥା ଓଡ଼ିଶାରେ ଏହି ପର୍ବଟି ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହୁଏ । ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦିବସକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । କେଉଁଠି ଏହିଦିନରେ ମାତା ଲକ୍ଷ୍ମୀଙ୍କର ଆରାଧନା କରାଯାଏ ତ ଆଉ କେଉଁଠି ମହାକାଳୀଙ୍କର । ଦୀପାବଳିକୁ ନେଇ ଆମ ଭାରତୀୟ ଶାସ୍ତ୍ରରେ ବହୁ ପୌରାଣିକ ଆଖ୍ୟାନ ରହିଛି । ଏହିଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଚଉଦ ବର୍ଷର ବନବାସ ସାରି ମାତା ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କୁ ଧରି ଅଯାେଧ୍ୟା ପ୍ରତ୍ୟାଗମନ କରିଥିଲେ । ଆହୁରି ମଧ୍ୟ ଏହି ତିଥିରେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠି ସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କରି ଦ୍ବାରକା ଫେରିଥିଲେ । ସେଥିପାଇଁ ଏହି ଦିନ ଦୀପ ଜଳାଯାଇ ଈଶ୍ବରଙ୍କ ଆଶୀର୍ବାଦ କାମନା କରାଯାଇଥାଏ । କିନ୍ତୁ ଓଡ଼ିଶାରେ ଏହି ଦିନ ପୟା ଶ୍ରାଦ୍ଧ ଦିଆଯାଇଥାଏ । ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଇ କାଉଁରିଆ କାଠି ଜଳାଯାଇଥାଏ । କାଉଁରିଆ କାଠି ଜାଳିବାବେଳେ ବଡ଼ବଡୁଆ ହୋ / ଅନ୍ଧାରରେ ଆସ ଆଲୁଅରେ ଯା', ପୁରୁଷୋତ୍ତମରେ ମହାପ୍ରସାଦ ଖାଇ / ବାଇଶି ପାବଛେ ଗଡ଼ଗଡାଉ ଥା' । ବୋଲି ଉଚ୍ଚାରଣ କରାଯାଇ ପିତୃଗଣଙ୍କ ଆଶୀର୍ବାଦ କାମନା କରାଯାଏ । ପିତରଙ୍କୁ ଆମ ଭାରତୀୟ ଧର୍ମଶାସ୍ତ୍ରରେ ବେଶ ଉଚ୍ଚ ସ୍ଥାନ ଦିଆଯାଇଛି । ପିତୃପୁରୁଷଙ୍କୁ ସ୍ମରଣ କରିବା ପାଇଁ ମାସେ ବ୍ୟାପି

"ଦୀପାବଳି ଓ ଓଡିଶାରେ କାଳୀ ପୂଜା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |