1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
ରଙ୍ଗ ଓ ପ୍ରେମର ପର୍ବ: ହୋଲି
ଭାରତରେ ପାଳିତ ହେଉଥିବା ଗଣପର୍ବ ମଧ୍ୟରେ ହୋଲି ପର୍ବ ଏକ ଲୋକପ୍ରିୟ ପର୍ବ । ଏହି ପର୍ବକୁ ରଙ୍ଗର ପର୍ବ, ପ୍ରେମର ପର୍ବ ବା ବସନ୍ତ ଉତ୍ସବ ବୋଲି କୁହାଯାଏ । ରଙ୍ଗ ହେଉଛି ସୌନ୍ଦର୍ଯ୍ୟର ପ୍ରତୀକ । ହୋଲି ହେଉଛି ହର୍ଷ, ଉଲ୍ଲାସ ଓ ରଙ୍ଗର ପର୍ବ । ଏହି ଅବସରରେ ପ୍ରେମର ରଙ୍ଗରେ ରଙ୍ଗୀନ ହୁଏ ସାରା ଭାରତ । ହୋଲି କେବଳ ଶରୀରରେ ରଙ୍ଗ ଲଗାଏ ନାହିଁ, ବରଂ ମନରେ ପ୍ରେମ ଆଉ ଭଲପାଇବାର ରଙ୍ଗ ବୁଣିଦିଏ । ତେବେ ପାରମ୍ପରିକ ଭାବରେ ଏହି ପର୍ବଟି ଭାରତରେ ଦୁଇଦିନ ଧରି ପାଳନ କରାଯାଏ । ହୋଲିର ପୂର୍ବ ଦିନ ହେଉଛି ଦୋଳ ପୂର୍ଣ୍ଣିମା ବା ଫାଲ୍ଗୁନ ପୂର୍ଣ୍ଣିମା । ହୋଲି ରାଧା କୃଷ୍ଣଙ୍କ ରାସଲୀଳାର ଏକ ଅଂଶ ବୋଲି ମଧ୍ୟ ବିଶ୍ୱାସ ରହିଛି । ରଙ୍ଗ ଅବିରର ଖେଳ ସହ ହୋଲି ଭାଇଚାରାର ପର୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ହୋଲିର ଆକର୍ଷଣ ହେଉଛି ଅବିର । ନାଲି, ନୀଳ, ହଳଦିଆ ରଙ୍ଗର ଅବିର ସମସ୍ତଙ୍କୁ ଆକର୍ଷଣ କରେ । କହିବାକୁ ଗଲେ ଏହି ପର୍ବ ହେଉଛି ସଂଗୀତ, ନୃତ୍ୟ, ମଜା ମସ୍ତିର । ଏହି ପର୍ବ ବସନ୍ତର ସୁନ୍ଦର ବାର୍ତ୍ତା ନେଇ ଆସିଥାଏ । ପ୍ରେମର ଋତୁରେ ସମସ୍ତଙ୍କ ମଧ୍ୟରେ ପ୍ରେମ, ଭଲ ପାଇବାର ବାର୍ତ୍ତାକୁ ପହଞ୍ଚାଇଥାଏ ଏହି ପର୍ବଟି । ଅବିରର
"ରଙ୍ଗ ଓ ପ୍ରେମର ପର୍ବ: ହୋଲି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |