
ଆଜି ହେଉଛି ବିଶ୍ୱ ଅନୁବାଦ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୩୦ରେ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରାଯାଇଥାଏ । ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି - ବିଶ୍ବର ବିଭିନ୍ନ ଦେଶକୁ ପରସ୍ପରର ବୌଦ୍ଧିକ ଓ ସାଂସ୍କୃତିକ ବିଭବ ସହିତ ଭାଷା ମାଧ୍ୟମରେ ଯୋଡ଼ିବା । ଦେଶ ଦେଶ ମଧ୍ୟରେ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବାରେ ଅନୁବାଦକମାନଙ୍କର ଭୂମିକାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଏ
"ବିଶ୍ୱ ଅନୁବାଦ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |