କନ୍ଯାରତ୍ନ

ସବୁ ରତ୍ନ ମଧ୍ୟରେ କନ୍ୟାରତ୍ନ ହେଉଛି ସବୁଠୁ ଅଧିକ ମୂଲ୍ଯବାନ । ପ୍ରଥମ ସନ୍ତାନ କନ୍ୟା ହେଲେ ପିତାମାତା ଦୀର୍ଘାୟୁ ହୁଅନ୍ତି ବୋଲି କୁହାଯାଏ ।


"ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ ରମନ୍ତେ ତତ୍ର ଦେବତା "। ଅର୍ଥାତ୍ ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ ସେଠାରେ ସ୍ଵୟଂ ଦେବତାମାନଙ୍କର ଆବିର୍ଭାବ ହୁଏ । ନାରୀ ସର୍ବଦା ପୂଜନୀୟା । ସେଥିପାଇଁ କୁହାଯାଏ ସବୁ ରତ୍ନ ମଧ୍ୟରେ କନ୍ୟାରତ୍ନ ହେଉଛି ସବୁଠୁ ଅଧିକ ମୂଲ୍ଯବାନ । ପ୍ରଥମ ସନ୍ତାନ କନ୍ୟା ହେଲେ ପିତାମାତା ଦୀର୍ଘାୟୁ ହୁଅନ୍ତି ବୋଲି କୁହାଯାଏ । ଝିଅ ବା କନ୍ଯା ଯାହାର ଅନ୍ଯ ନାମ ଦୁହିତା

"କନ୍ଯାରତ୍ନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ