ଜହ୍ନ: କିଛି କଥା

ଜହ୍ନକୁ ନେଇ ଆମ ଭାରତୀୟମାନଙ୍କର ଯେତେସବୁ କଥା ଆଉ ନଥା । କେବଳ କଥା ଓ କାହାଣୀରେ ଜହ୍ନ ରହିଛି, ତାହା ନୁହେଁ, ଆମ ଧର୍ମୀୟ ବିଶ୍ୱାସ ଆଉ ପରମ୍ପରାରେ ମଧ୍ୟ ଚନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।


ଜହ୍ନ ବା ଚନ୍ଦ୍ର - ସମସ୍ତଙ୍କର ପ୍ରିୟ । ପିଲାବେଳର ଆମ ପ୍ରିୟ ଜହ୍ନମାମୁଁ ଆମର କୁହୁକ କାହାଣୀର ଏକ ମୁଖ୍ୟ ଅଙ୍ଗ ଥିବାବେଳେ ଆଜି କିନ୍ତୁ ଆମେ ଚନ୍ଦ୍ରପୃଷ୍ଠରେ ପାଦ ଥାପି ଚନ୍ଦ୍ରକୁ ଜୟ କରିପାରିଛେ । ମାତ୍ର ଆମ ଭାରତୀୟ କଥା କାହାଣୀରେ ଜହ୍ନ ବା ଚନ୍ଦ୍ର ବେଶୀ ପ୍ରଭାବଶାଳୀ । କେତେବେଳେ ସେ କବିର କଲମରେ ସୁନ୍ଦରୀ ନାୟିକାର ପ୍ରତିସ୍ପର୍ଦ୍ଧୀ ତ ଆଉ କେତେବେଳେ ପ୍ରେମିକର

"ଜହ୍ନ: କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ