
ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା
ଯା ଶ୍ୱେତା ପଦ୍ମାସନା
ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭି
ଦେବୈ... ସଦା ବନ୍ଦିତା
ସା ମାଂ ପାତୁ ସରସ୍ୱତୀ ଭଗବତୀ
ନି...ଶେଷ ଜାଢ୍ୟା ପହା ।
ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାତା ସରସ୍ୱତୀ ଧରାବକ୍ଷରେ ପଦାର୍ପଣ କରିଛନ୍ତି । ନୂଆ ବସନ୍ତର ନୂଆ ମଳୟ, କୋକିଳର କୁହୁତାନର ପ୍ରକୃତିର ଏହି ମଧୁର ବେଳାର ଶୁକ୍ଳ ବସ୍ତ୍ର ପରହିତା ବିଦ୍ୟାଦାୟିନୀ ମାତା କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି
"ବିଦ୍ୟା ଆଉ ଜ୍ଞାନର ଦେବୀ - ମାତା ସରସ୍ୱତୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |