
ଗଣେଶ ପୂଜା ଆସିଗଲେ ଚାରିଆଡେ ପାର୍ବଣ ପାର୍ବଣ ଲାଗେ । ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଓଡ଼ିଶାରେ ପାର୍ବଣ ମେଳା ଦେଖିବାକୁ ମିଳେ । ଉତ୍କଳୀୟ ସଂସ୍କୃତିରେ ଗଜାନନ ତଥା ବିଘ୍ନବିନାଶକଙ୍କ ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ପୂଜା । ଯେକୌଣସି ପୂଜା ହେଉ ଅଥବା ହୋମ କିମ୍ବା ଯଜ୍ଞ ସବୁଠି ଶ୍ରୀଗଣେଶ କଳସ ରୂପରେ ଅବସ୍ଥାପିତ ହୋଇଥାନ୍ତି । ଗଣେଶ ସିଦ୍ଧିଦାତା ତଥା ବିଦ୍ୟାଦାତା ହୋଇଥିବାରୁ ସମସ୍ତେ ତାଙ୍କର ଆଶୀର୍ବାଦ ଲୋଡିଥାନ୍ତି
"ମୋଦକ ପ୍ରିୟ ଶ୍ରୀଗଣେଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |