
ଆଜି ହେଉଛି ବିଶ୍ୱ ବାଉଁଶ ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ୧୮କୁ ବିଶ୍ବ ବାଉଁଶ ଦିବସ ଭାବେ ପାଳନ କରାଯାଏ । ବାଉଁଶ ଗଛର ଉପକାରିତା ତଥା ଏହାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଏ । ୨୦୦୯ରେ ବିଶ୍ବ ବାଉଁଶ ସଂଗଠନ ବ୍ୟାଙ୍କକକ୍ ଠାରେ ଅନୁଷ୍ଠିତ ୮ମ ବିଶ୍ୱ ବାଉଁଶ କଂଗ୍ରେସରେ ଆଜିର ଦିନକୁ ବିଶ୍ୱ ବାଉଁଶ ଦିବସ ଭାବେ
"ବିଶ୍ୱ ବାଉଁଶ ଦିବସକୁ ନେଇ କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |