ଓଡିଶାରେ ଦାେଳଯାତ୍ରା ଓ ହୋଲି

ରଙ୍ଗର ପର୍ବ ହୋଲି ଓଡ଼ିଆ ଜନଜୀବନରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରେ । ଫଗୁଣ ମାସର ଲୋକପ୍ରିୟ ପର୍ବ ହୋଲି ଓଡିଶାରେ ଦୋଳଯାତ୍ରା ରୂପେ ବେଶ ଖ୍ୟାତ ।


ଓଡ଼ିଆ ପର୍ବ ପର୍ବାଣିରେ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଓଡ଼ିଆ ପର୍ବର ରଙ୍ଗ ମଧ୍ୟ ବେଶ ନିଆରା । ତେବେ ରଙ୍ଗର ପର୍ବ ହୋଲି ଓଡ଼ିଆ ଜନଜୀବନରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରେ । ଫଗୁଣ ମାସର ଲୋକପ୍ରିୟ ପର୍ବ ହୋଲି ଓଡିଶାରେ ଦୋଳଯାତ୍ରା ରୂପେ ବେଶ ଖ୍ୟାତ । ଦୋଳଯାତ୍ରା ଓ ହୋଲି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପଗୋପୀମାନଙ୍କ ସହିତ

"ଓଡିଶାରେ ଦାେଳଯାତ୍ରା ଓ ହୋଲି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ