1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
ଅଳେଇଚ ଏକ ପ୍ରସିଦ୍ଧ ଭାରତୀୟ ମସଲା । ଏହାର ମଞ୍ଜି ଗୁଡିକ ବହୁତ ସୁନ୍ଦର ବାସ୍ନାଯୁକ୍ତ ହୋଇଥାଏ । ବ୍ୟଞ୍ଜନମାନଙ୍କରେ ସ୍ଵାଦ ଓ ସୁଗନ୍ଧ ବଢେଇବା ପାଇଁ ଏହାକୁ ବ୍ୟବହାର କରାଯାଏ ।
ପୂର୍ବ ଅଧ୍ୟାୟରେ ଆମେ ଭାରତୀୟ ମସଲା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କ୍ରମରେ ଆଜି ରହିଛି ଭାରତୀୟ ମସଲାର ଅନ୍ୟ ଏକ ପ୍ରମୁଖ ଉପାଦାନ ଅଳେଇଚ । ଆସନ୍ତୁ ଆମେ ସେଇ ମସଲା ସମ୍ପର୍କରେ ଆଲୋଚନା କରିବା ।
ଅଳେଇଚ ଏକ ପ୍ରସିଦ୍ଧ ଭାରତୀୟ ମସଲା । ଏହାର ମଞ୍ଜି ଗୁଡିକ ବହୁତ ସୁନ୍ଦର ବାସ୍ନାଯୁକ୍ତ ହୋଇଥାଏ । ବ୍ୟଞ୍ଜନମାନଙ୍କରେ ସ୍ଵାଦ ଓ ସୁଗନ୍ଧ ବଢେଇବା ପାଇଁ ଏହାକୁ ବ୍ୟବହାର କରାଯାଏ । ପଲାଉ ହେଉ କି କ୍ଷୀରି କି କିଛି ଆମିଷ ତରକାରୀରେ ଅଳେଇଚର ବାସ୍ନା ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିଥାଏ । ଭାରତୀୟ ବ୍ୟଞ୍ଜନରେ ବ୍ୟବହୃତ ହେଉଥିବା ଗରମ ମସଲାରେ ଅଳେଇଚ ଏକ ପ୍ରମୁଖ ଉପାଦାନ । ସାଧାରଣତଃ ଦୁଇ କିସମର ଅଳେଇଚ ଦେଖିବାକୁ ମିଳିଥାଏ - ସବୁଜ (ଛୋଟ) ଓ କଳା (ବଡ଼) । ଓଡ଼ିଆରେ ଏହି ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ ।
ଅଳେଇଚ ଏକ ବିଶିଷ୍ଟ ମୁଖରୋଚକ ମସଲା । ଏହାକୁ ଉଦ୍ଭିଦ ବିଜ୍ଞାନରେ ଆମୋମାମ ସୁବୁଲେଟମ ବୋଲି କୁହାଯାଏ । ଏହା ହଳଦୀ ପରି ଗୁଳ୍ମଜାତୀୟ ବୃକ୍ଷ । ଏହା ବିଶେଷକରି ନେପାଳ, ସିକିମ,
"ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |