1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ 2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର 3. ଅଗ୍ରପୂଜ୍ୟ ଶ୍ରୀଗଣେଶ 4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ 5. ସାମାଜିକ ଏକତାର ପର୍ବ: ନୂଆଖାଇ 6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା 7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ 8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ 9. ଶାରଦୀୟ ଦୁର୍ଗା ପୂଜା 10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି 11. ଅଁଳା ନବମୀ ଓ ରାଧାପାଦ ଦର୍ଶନ 12. ପଞ୍ଚୁକ ବ୍ରତ ଓ ବଡ଼ ଓଷା 13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ 14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି 15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା 16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ 17. ବକୁଳ ଅମାବାସ୍ୟା 18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା 19. ବସନ୍ତ ପଞ୍ଚମୀ 20. ଏକ ପବିତ୍ର ତିଥି - ମାଘ ସପ୍ତମୀ 21. ଶୈବଧର୍ମ ଓ ଶିବରାତ୍ରି 22. ଦୋଳ ପୂର୍ଣ୍ଣିମା 23. ରଙ୍ଗ ଓ ପ୍ରେମର ପର୍ବ: ହୋଲି 24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା 25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା 26. ରାମ ନବମୀର ମହତ୍ତ୍ବ 27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି 28. ଚଇତି ପରବ 29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା 30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା 31. ପବିତ୍ର ସାବିତ୍ରୀ ବ୍ରତ 32. ରଜ ପର୍ବକୁ ନେଇ କିଛି କଥା 33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର 34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ 35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା 36. ଦୀପାବଳି ଓ ଓଡିଶାରେ କାଳୀ ପୂଜା 37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ 38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ 39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି 40. ମାଘ ମାସ ଓ ମାଘ ପୂର୍ଣ୍ଣମୀ

ଅଁଳା ନବମୀ ଓ ରାଧାପାଦ ଦର୍ଶନ

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେହିପରି ଏହି ଧର୍ମରେ ବୃକ୍ଷ ପୂଜା ବହୁ ପ୍ରାଚୀନ । ବିଭିନ୍ନ ପର୍ବଗୁଡିକ ସହ ବିଭନ୍ନ ବୃକ୍ଷର ସମ୍ପୃକ୍ତି ରହିଛି । କାର୍ତ୍ତିକକୁ ଧର୍ମ ମାସ ବୋଲି କୁହାଯାଏ । ଏହି ମାସରେ ପୂଜା, ବ୍ରତକୁ ବେଶୀ ଧ୍ୟାନ ଦିଆଯାଏ । କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଏହି ଦିନ ଅଁଳା ବୃକ୍ଷକୁ ପୂଜା କରାଯାଏ । ମହିଳାମାନେ ଏହି ପୂଜା କରି ସନ୍ତାନ ପ୍ରାପ୍ତ କରିଥାନ୍ତି । ସନ୍ତାନଙ୍କର ମଙ୍ଗଳ କାମନା ପାଇଁ ଏହି ପୂଜା କରାଯାଏ । ଏହିଦିନ ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ଅନୁଷ୍ଠିତ ହୁଏ । ଅଁଳା ନବମୀ ଦିନ ସର୍ବ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ । ଏହା ପଛରେ ଏକ କାରଣ ରହିଛି । ଏକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ଭ୍ରମଣ କରିବାକୁ ଆସିଥିଲେ । ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା । ସେତେବେଳେ ସେ ଦୁହିଁଙ୍କ ପ୍ରିୟ ବେଲ ଓ ତୁଳସୀକୁ ମନେପକାଇଲେ । ତୁଳସୀ ନାରାୟଣଙ୍କ ପ୍ରିୟ କିନ୍ତୁ ଶିବଙ୍କର ନୁହେଁ । ଶିବଙ୍କ ପୂଜାରେ ତୁଳସୀ ଲାଗେନି । କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ

"ଅଁଳା ନବମୀ ଓ ରାଧାପାଦ ଦର୍ଶନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |