ଅନେକ ଗଭୀରତାର ସେ ମଧୁର ସ୍ଵର: ଭୂପିନ୍ଦର ସିଂ

ଭାରତୀୟ ସିନେମା ଓ ଗଜଲ ଗାୟିକୀରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଥିବା ବିଶିଷ୍ଟ ସଙ୍ଗୀତଜ୍ଞ ଭୂପିନ୍ଦର ସିଂଙ୍କର ଗତକାଲି ବିୟୋଗ ଘଟିଛି । ସତୁରୀ ଏବଂ ଅଶୀ ଦଶକରେ ନିଜର ସ୍ଵତନ୍ତ୍ର ଗମ୍ଭୀର ସ୍ଵର ଲାଗି ପରିଚିତ ଭୂପିନ୍ଦରଙ୍କ ସହିତ ଭାରତୀୟ ସଙ୍ଗୀତରେ ଗୋଟେ ଯୁଗର ଅବସାନ ଘଟିଲା ।


ଫଟାେ - ୱିକିପିଡିଆ
ଆରପାରିରେ ଜଣାଶୁଣା ଗଜଲ ଗାୟକ ଭୂପିନ୍ଦର ସିଂ । ଗତକାଲି ରାତ୍ରିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭୂପିନ୍ଦର । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଭାରତୀୟ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ବଲିଉଡରେ ଗଜଲ ଟ୍ରେଣ୍ଡ ଆରମ୍ଭ କରିଥିବା ଭୂପିନ୍ଦର ସିଂଙ୍କ ଜନ୍ମ ୧୯୪୦ ମସିହା, ଫେବୃଆରୀ ୬, ପଞ୍ଜାବର ଅମୃତସରଠାରେ । ତାଙ୍କ

"ଅନେକ ଗଭୀରତାର ସେ ମଧୁର ସ୍ଵର: ଭୂପିନ୍ଦର ସିଂ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ