
ଓଡ଼ିଆ ସିନେ ଜଗତରେ ଅଭିନେତ୍ରୀ ଝରଣା ଦାସ ଜଣେ ସଫଳ ଅଭିନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଥିଲେ । ଷାଠିଏ ଦଶକରେ ଓଡ଼ିଆ ସିନେମାରେ ଅଭିନୟ କରି ଅନ୍ୟମାନଙ୍କ ପାଇଁ ସେ ପାଲଟି ଥିଲେ ଉଦାହରଣ । ଅଭିନୟର ପ୍ରଥମ ପର୍ଯ୍ୟାୟରେ ସେ ନାୟିକା ଭାବରେ ପାଞ୍ଚୋଟି ସିନେମାରେ ଅବତୀର୍ଣ୍ଣ ହୋଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଶ୍ୟାମଳ ସୁନ୍ଦରୀ ଝରଣାଙ୍କର ଅନନ୍ୟ ପରିଚୟ ଥିଲା ତାଙ୍କ ସ୍ୱର
"ଓଡ଼ିଆ ସିନେଜଗତର ମିନା କୁମାରୀ - ଝରଣା ଦାସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |