ଜଳତରଙ୍ଗର ସନ୍ତୁର ଓ ପଣ୍ଡିତ ଶିବକୁମାର ଶର୍ମା

ଭାରତୀୟ ସଂଗୀତ ଜଗତରେ ସନ୍ତୁର ସମ୍ରାଟ ପଣ୍ଡିତ ଶିବକୁମାର ଶର୍ମା ଏକ ପରିଚିତ ନାମ । ତାଙ୍କ ସନ୍ତୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ବରରେ ଆମ ଭାରତୀୟ ସଂଗୀତ ସଦା ଉତଫୁଲ୍ଲିତ । ଭାରତୀୟ ସଂଗୀତ ଜଗତର ଏହି କିମ୍ବଦନ୍ତୀ ବାଦକଙ୍କୁ ଆମର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।


ପ୍ରଖ୍ୟାତ ସନ୍ତୁର ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଶିବକୁମାର ଶର୍ମାଙ୍କର ମଙ୍ଗଳବାର ଦିନ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଭାରତୀୟ ସଂଗୀତ ଜଗତରେ ସନ୍ତୁର ସମ୍ରାଟ ପଣ୍ଡିତ ଶିବକୁମାର ଶର୍ମା ଏକ ପରିଚିତ ନାମ । ତାଙ୍କ ସନ୍ତୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ବରରେ ଆମ ଭାରତୀୟ

"ଜଳତରଙ୍ଗର ସନ୍ତୁର ଓ ପଣ୍ଡିତ ଶିବକୁମାର ଶର୍ମା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ