ପରଲୋକରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ

ଆଉ ନାହାନ୍ତି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ମାତ୍ର ୫୮ ବର୍ଷ ବୟସରେ ଦିଲ୍ଲୀର ଏମ୍‌ସ୍‌ ଠାରେ ଆଜି ତାଙ୍କର ପରଲୋକ ହୋଇଛି ।


ଫଟାେ - ୱିକିପିଡିଆ
ଆଉ ନାହାନ୍ତି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ । ଅତି ସାଧାରଣ କଥାରେ ହସୁଉଥିବା ଲୋକଟି ସତରେ ସମସ୍ତଙ୍କୁ କନ୍ଦେଇ ଚାଲିଗଲା । ରାଜୁ ଶ୍ରୀବାସ୍ତବ, ପରିଚୟ ହେଉଛି ତାଙ୍କ ନାଁ । ମାତ୍ର ୫୮ ବର୍ଷ ବୟସରେ ଦିଲ୍ଲୀର ଏମ୍‌ସ୍‌ ଠାରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି । ସୂଚନାଯୋଗ୍ୟ, ଅଗଷ୍ଟ

"ପରଲୋକରେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ