ପାର୍ବତ୍ୟ ସହର କେନ୍ଦୁଝର

ପାର୍ବତ୍ୟ ସହର କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ଲାଗେ ଯେମିତି ପ୍ରକୃତି ଏଠି କଥା କହୁଛି । ଶାଳୁଆ ଗଛର ଘଞ୍ଚ ଅରଣ୍ୟ ଓ ସୁଉଚ୍ଚ ପାର୍ବତ୍ୟ ଆପଣଙ୍କ ପାଇଁ ଏଠାରେ ଏକ ନିଆରା ଅନୁଭବ ଆଣିଦେବ ।


ମା ତାରିଣୀ ପୀଠ, ଫଟୋ - ୱିକି କମନ୍ସ
ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ ପରେ ୧ ଜାନୁଆରୀ ୧୯୪୮ରେ କେଉଁଝର ଓଡ଼ିଶାର ଏକ ସ୍ୱତନ୍ତ୍ର ଜିଲ୍ଲା ରୂପେ ପରିଗଣିତ ହେଲା । ପରେ ଏହାର ନାମ ବଦଳାଇ କେନ୍ଦୁଝର ଜିଲ୍ଲା ରଖାଗଲା । ଓଡ଼ିଶା ସହିତ ମିଶିବା ପୂର୍ବରୁ ସଂପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଏକ ଗଡ଼ଜାତ ରାଜ୍ୟ ଥିଲା । ପୂର୍ବରୁ ଏହା ଖିଜିଙ୍ଗା ରାଜ୍ୟର ଅଂଶ ଥିଲା ବୋଲି ଅନୁମାନ କରାଯାଏ । ତେବେ ୧୨ଶ

"ପାର୍ବତ୍ୟ ସହର କେନ୍ଦୁଝର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ