ଆସନ୍ତୁ ବୁଲିଯିବା ରାୟଗଡା ଜିଲ୍ଲା

ଇତିହାସ ଓ କିମ୍ବଦନ୍ତୀଭରା ଏହି ଜିଲ୍ଲାରେ ରହିଛି ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ, ଆସନ୍ତୁ ନଜର ପକାଇବା ଏହି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ ।


ଫଟୋ - ୱିକିପିଡିଆ
ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାଟି ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଦିନ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ପୂର୍ବରୁ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା । ଇତିହାସ ଓ କିମ୍ବଦନ୍ତୀଭରା ଏହି ଜିଲ୍ଲାରେ ରହିଛି ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ । ମାଳମାଳ ପାହାଡ଼ ପର୍ବତଘେରା ସବୁଜ ବନାନୀର ଅପୂର୍ବ ଶୋଭାରାଜି ଓ ଏଠାକାର ସରଳ ଆଦିବାସୀ ମନ୍ତ୍ରମୁଗ୍ଧ କରନ୍ତି । ଏହି

"ଆସନ୍ତୁ ବୁଲିଯିବା ରାୟଗଡା ଜିଲ୍ଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ