ଆସ ବୁଲିଯିବା ଗଜପତି ଜିଲ୍ଲା

ଗଜପତି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ସତରେ ଅବର୍ଣ୍ଣନନୀୟ । ଏହି ଜିଲ୍ଲାରେ ରହିଥିବା ବିଭିନ୍ନ ସ୍ତୂପ, ପ୍ରାସାଦ ତଥା ଅନ୍ୟାନ୍ୟ କଳାକୃତି ଓ ଐତିହ୍ୟ ଓଡ଼ିଶା ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।


ଫଟାେ - ୱିକିପିଡିଆ
ପାହାଚ ପାହାଚ ପାହାଡ଼, ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି ଗଜପତି ଜିଲ୍ଲା । ଗଜପତି ଜିଲ୍ଲା ୧୯୯୨ ମସିହା ଅକ୍ଟୋବର ୨ ତାରିଖଠାରୁ ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ହାସଲ କରିଛି । ପୂର୍ବରୁ ଏହା ଗଂଜାମ ଜିଲ୍ଲା ସହ ରହିଥିଲା । ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ନାମାନୁସାରେ ହୋଇଛି । ଓଡିଶା ରାଜ୍ୟ ଗଠନରେ ପାରଳାଖେମୁଣ୍ଡି

"ଆସ ବୁଲିଯିବା ଗଜପତି ଜିଲ୍ଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ