ସୁନାବେଶରେ ଶ୍ରୀଜଗନ୍ନାଥ

ରଥ ଉପରେ ହେଉଥିବା ରାଜବେଶର ଅନ୍ୟନାମ ‘ବଡ ତଡାଉ ବେଶ’ । ତଡ଼ାଉକରଣଙ୍କ ଅନୁରୋଧରେ ଏହି ବେଶ ହେଉଥିବା ଯୋଗୁଁ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶକୁ ବଡ଼ ତଡାଉ ବେଶ ମଧ୍ୟ କୁହାଯାଏ ।


"ଗଣେଶ ମୋଦକାକାଂକ୍ଷୀ ଅଳଙ୍କାର ପ୍ରିୟ ହରି ବାରିଧାରା ପ୍ରିୟ ରୁଦ୍ର ନମସ୍କାର ପ୍ରିୟ ରବି ଘୃତଧାରା ପ୍ରିୟ ବହ୍ନି ଷଡ଼କ୍ରିୟା ଭୂସୁରାଚରନ୍‌ ।" ଅର୍ଥାତ - ଗଣେଶ ମୋଦକ ପ୍ରିୟ, ହରି ଅଳଙ୍କାର ପ୍ରିୟ, ଶିବ ଜଳଧାରା ପ୍ରିୟ, ସୂର୍ଯ୍ୟ ନମସ୍କାର ପ୍ରିୟ ଓ ଅଗ୍ନି ଘୃତଧାରା ପ୍ରିୟ ଅଟନ୍ତି । ତେଣୁ ବିଷ୍ଣୁଙ୍କୁ ଅଳଙ୍କାର,

"ସୁନାବେଶରେ ଶ୍ରୀଜଗନ୍ନାଥ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ