ନବରାତ୍ରୀ ଓ ଗରବା

ନବରାତ୍ରୀରେ ମାତାଙ୍କର ନବ ସ୍ୱରୂପଙ୍କୁ ପୂଜା ଆରାଧନା କରାଯାଇଥାଏ । ନବଦିନ ଯାଏଁ ବ୍ରତ ପାଳନକାରୀମାନେ ନିୟମରେ ରହି ବ୍ରତ ପାଳନ କରନ୍ତି । ନବମୀ ଦିନ କନ୍ୟା ପୂଜା ସହ ଏହି ବ୍ରତ ସମ୍ପନ୍ନ ହୋଇଥାଏ । ତେବେ ଏହି ନବରାତ୍ରର ସବୁଠୁ ବଡ ଆକର୍ଷଣ ହେଉଛି ଗରବା ।


ଭାରତରେ ପୂଜା ପାର୍ବଣର ମାହୋଲ ବେଶ ନିଆରା । ଏଠି ବାର ମାସରେ ତେର ପର୍ବ । ଆଉ ଏହି ସବୁ ପର୍ବକୁ ନେଇ ଭିନ୍ନ ଭିନ୍ନ ଉତ୍ସବ ଦେଖାଯାଏ । ବିବିଧତାମୟ ଏହି ଭାରତବର୍ଷରେ ପର୍ବ ସବୁ ଏଠି ଜୀବନରେ ଆନନ୍ଦ ଭରିଦିଏ । ଭିନ୍ନ ଜାତି, ଭିନ୍ନ ସମୁଦାୟଙ୍କ ହେତୁ ଭାରତରେ ପାଳିତ ହେଉଥିବା ପର୍ବଗୁଡିକରେ ଏକ ଭିନ୍ନ ରଙ୍ଗ ଦେଖାଯାଏ । ତେବେ ପାର୍ବଣର ରଙ୍ଗ

"ନବରାତ୍ରୀ ଓ ଗରବା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ