ଶାକ୍ତ ଗୁଣ୍ଡିଚା ଓ ଦୁର୍ଗା ମାଧବ ଉପାସନା

ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଉପାସନା ହେଉଛି ଏକ ପ୍ରାଚୀନ ପରମ୍ପରା । ପ୍ରାୟ ସବୁଠି ଦୁର୍ଗାଙ୍କୁ ଶିବ ପ୍ରିୟା ଭାବେ ପୂଜା ପାଉଥିବାବେଳେ ଶ୍ରୀକ୍ଷେତ୍ରରେ ବିଶେଷତଃ ଦୁର୍ଗା ମାଧବ ରୂପେ ପୂଜା ପାଇଥାନ୍ତି ।


ଶକ୍ତି ଉପାସନାର ଧାରା ବହୁ ପ୍ରାଚୀନ । ଭାରତରେ ଶକ୍ତି ପୂଜାର ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ | ମାତ୍ର ଶ୍ରୀକ୍ଷେତ୍ରରେ ଶକ୍ତି ପୂଜାର ଭିନ୍ନତା ଆମ ଉତ୍କଳୀୟ ପରମ୍ପରାକୁ ଆହୁରି ମହନୀୟ କରିଛି | ଶ୍ରୀକ୍ଷେତ୍ରରେ ପ୍ରଚଳିତ ସମସ୍ତ ପ୍ରଥା ଓ ପରମ୍ପରା ଅନନ୍ୟ ଓ ନିଆରା । ଶାକ୍ତ ପରମ୍ପରା ଅନୁଯାୟୀ ଦୁର୍ଗା ପୂଜା ମଧ୍ୟ ଶ୍ରୀକ୍ଷେତ୍ରରେ ଅତି ପ୍ରାଚୀନ ଏବଂ ଗୌରବଜ୍ଜ୍ଵଳ ପରମ୍ପରା ଉପରେ

"ଶାକ୍ତ ଗୁଣ୍ଡିଚା ଓ ଦୁର୍ଗା ମାଧବ ଉପାସନା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ