1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଏଠାରେ ବାର ମାସରେ ତେର ପର୍ବ । ଏଠି ପାଳିତ ହେଉଥିବା ପର୍ବଗୁଡିକରେ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଯେତିକି ବ୍ୟାପ୍ତ ଥାଏ, ସେତିକି ଥାଏ ଶ୍ରଦ୍ଧା ଓ ସ୍ନେହ । ଏଠାରେ ପାଳିତ ହେଉଥିବା ପ୍ରଥମାଷ୍ଟମୀ ଏକ ଅନନ୍ୟ ତଥା ଓଡ଼ିଶାର ନିଜସ୍ୱ ଓ ଖାଣ୍ଟି ଓଡ଼ିଆ ପର୍ବ । ଅର୍ଥାତ ଓଡ଼ିଶା କିମ୍ବା ଓଡ଼ିଆ ଘର ବ୍ୟତୀତ ଅନ୍ୟ କେଉଁଠାରେ ଏ ପର୍ବ ଏହିଭଳି ଭାବରେ ପାଳିତ ହେବାର ପ୍ରାୟତଃ ଦେଖାଯାଏ ନାହିଁ । ଅନ୍ୟ ଅଷ୍ଟମୀ ତିଥିରେ ବିଭିନ୍ନ ଦେବାଦେବୀଙ୍କର ଜନ୍ମତିଥି ହୋଇଥିଲାବେଳେ ପ୍ରଥମାଷ୍ଟମୀ କୌଣସି ଦେବତାଙ୍କର ଜନ୍ମତିଥି ନୁହେଁ ବରଂ ଜ୍ୟେଷ୍ଠ ସନ୍ତାନକୁ ମର୍ଯ୍ୟାଦା ଦେବାର ଏକ ସ୍ୱତନ୍ତ୍ର ଓ ପାରମ୍ପରିକ ପାରିବାରିକ ପର୍ବ ।
ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ଅର୍ଥାତ୍ ପ୍ରଥମ ଅଷ୍ଟମୀରେ ଏହି ପର୍ବ ପାଳିତ ହୁଏ । ମାର୍ଗଶିର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇଥାଏ । ଅତୀତରେ ଏହି ମାସରୁ ବର୍ଷର ଆରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି । ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି - ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଘରର ବଡ଼ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଦିଆଯାଇ ପୂଜା କରାଯାଏ ।
"ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |