
ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଚତୁର୍ଦ୍ଧାମୂରତିଙ୍କର ଫେରନ୍ତା ଯାତ୍ରାକୁ ‘ବାହୁଡ଼ା ଯାତ୍ରା’ କୁହାଯାଏ । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶ୍ରୀବିଗ୍ରହମାନେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ରଥରେ ବସି ଫେରିଥାନ୍ତି । ଏହି ଫେରିବା ରାସ୍ତାରେ ମଧ୍ୟ ମହାପ୍ରଭୁଙ୍କର ଆଉ ଏକ ଲୀଳା ଦେଖିବାକୁ ମିଳିଥାଏ । ଭକ୍ତବତ୍ସଳ ପ୍ରଭୁ ଭାବଗ୍ରାହୀ ହେଉଛନ୍ତି ଭୋଜନ ରସିକ । ଯେମିତି ନାନା ଦିନେ ନାନା ଖାଦ୍ୟ ସାମଗ୍ରୀ ଖାଇବାରେ ମଣିଷର
"ମହାପ୍ରଭୁଙ୍କ ମାଉସୀ ମା’ ଓ ପୋଡ଼ପିଠା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |