ନୀଳାଦ୍ରି ବିଜେ

ରଥଯାତ୍ରାର ଅନ୍ତିମ ଉତ୍ସବ ହେଉଛି ନୀଳାଦ୍ରି ବିଜେ । ନୀଳାଦ୍ରିନାଥଙ୍କର ବିଜେ କରିବା ପରେ ମହାପ୍ରଭୁଙ୍କର ନବଦିନାତ୍ମକ ରଥଯାତ୍ରା ଶେଷ ହୁଏ । ଅଧରପଣା ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଥାଏ ।


ଜନ୍ମବେଦୀ ଲୀଳା ସାରି ମହାପ୍ରଭୁ ଆଜି ରତ୍ନବେଦୀକୁ ବାହୁଡ଼ିଛନ୍ତି । ରଥଯାତ୍ରାର ଅନ୍ତିମ ଉତ୍ସବ ହେଉଛି ନୀଳାଦ୍ରି ବିଜେ । ନୀଳାଦ୍ରିନାଥଙ୍କର ବିଜେ କରିବା ପରେ ମହାପ୍ରଭୁଙ୍କର ନବଦିନାତ୍ମକ ରଥଯାତ୍ରା ଶେଷ ହୁଏ । ଅଧରପଣା ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଥାଏ । ଗହଳ, ଚହଳରେ ଶ୍ରୀଜୀଉମାନଙ୍କର ପହଣ୍ଡି ହୁଏ ନୀଳକନ୍ଦରକୁ । ଚତୁର୍ଦ୍ଧାମୂରତି ରତ୍ନ ସିଂହାସନକୁ ବିଜେ କରନ୍ତି

"ନୀଳାଦ୍ରି ବିଜେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ