1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ 2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର 3. ଅଗ୍ରପୂଜ୍ୟ ଶ୍ରୀଗଣେଶ 4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ 5. ସାମାଜିକ ଏକତାର ପର୍ବ: ନୂଆଖାଇ 6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା 7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ 8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ 9. ଶାରଦୀୟ ଦୁର୍ଗା ପୂଜା 10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି 11. ଅଁଳା ନବମୀ ଓ ରାଧାପାଦ ଦର୍ଶନ 12. ପଞ୍ଚୁକ ବ୍ରତ ଓ ବଡ଼ ଓଷା 13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ 14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି 15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା 16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ 17. ବକୁଳ ଅମାବାସ୍ୟା 18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା 19. ବସନ୍ତ ପଞ୍ଚମୀ 20. ଏକ ପବିତ୍ର ତିଥି - ମାଘ ସପ୍ତମୀ 21. ଶୈବଧର୍ମ ଓ ଶିବରାତ୍ରି 22. ଦୋଳ ପୂର୍ଣ୍ଣିମା 23. ରଙ୍ଗ ଓ ପ୍ରେମର ପର୍ବ: ହୋଲି 24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା 25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା 26. ରାମ ନବମୀର ମହତ୍ତ୍ବ 27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି 28. ଚଇତି ପରବ 29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା 30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା 31. ପବିତ୍ର ସାବିତ୍ରୀ ବ୍ରତ 32. ରଜ ପର୍ବକୁ ନେଇ କିଛି କଥା 33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର 34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ 35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା 36. ଦୀପାବଳି ଓ ଓଡିଶାରେ କାଳୀ ପୂଜା 37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ 38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ 39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି 40. ମାଘ ମାସ ଓ ମାଘ ପୂର୍ଣ୍ଣମୀ

ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା

ଓଡ଼ିଶାର ଧର୍ମ ଓ ପରମ୍ପରା ବହୁ ପ୍ରାଚୀନ ଓ ଅନନ୍ୟ । ଏଠି ବର୍ଷ ସାରା ଭିନ୍ନ ଭିନ୍ନ ଯାତ୍ରା ମହୋତ୍ସବ ପାଳିତ ହୁଏ । ଚୈତ୍ର ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ଅଶୋକାଷ୍ଟମୀ କୁହାଯାଏ । ଓଡ଼ିଆ ପରମ୍ପରାରେ ଏହି ବ୍ରତଟି ଅନନ୍ୟ ଓ ଗୁରୁତ୍ୱପୂର୍ଣ୍ଣ । ଏହି ଅଷ୍ଟମୀକୁ ବିଶେଷକରି ନାରୀମାନେ ପାଳନ କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ମାତା ସୀତା ରାବଣ ଦ୍ୱାରା ଅପହୃତ ହେବା ପରେ ଅଶୋକ ଉଦ୍ଯାନରେ ବନ୍ଦୀ ହୋଇ ରହିଥିଲେ । ହନୁମାନଙ୍କ ଦ୍ବାରା ମାତା ସୀତା ଯେଉଁଦିନ ପ୍ରଭୁ ରାମଙ୍କ ବାର୍ତ୍ତା ପାଇଥିଲେ ସେଇଦିନ ଚୈତ୍ର ଶୁକ୍ଳ ଅଷ୍ଟମୀ ଥିଲା । ପ୍ରଭୁଙ୍କ ବାର୍ତ୍ତା ପାଇବା ପରେ ମାତା ସୀତା ଆଠଟି ଅଶୋକା କଢିକୁ ପାଣିରେ ପକାଇ ପ୍ରଭୁଙ୍କୁ ସମର୍ପଣ କରି ପାନ କରିଥିଲେ । ପ୍ରଭୁଙ୍କ ବାର୍ତ୍ତା ପାଇ ମାତା ସୀତା ଶୋକରୁ ନିବୃତ୍ତ ରହିଥିଲେ । ସେଥିପାଇଁ ଏହାକୁ ଅଶୋକାଷ୍ଟମୀ କୁହାଯାଏ । ଏହି ଦିନ ନାରୀମାନେ ସ୍ୱାମୀ ଓ ସନ୍ତାନଙ୍କ ସୁଖ ନିମନ୍ତେ ବ୍ରତ କରିଥାନ୍ତି । ବିଶ୍ୱାସ କରାଯାଏ ଯେଉଁ ନାରୀମାନଙ୍କର ସନ୍ତାନ ହେଉନଥାଏ, ସେଇ ନାରୀମାନେ ଏହି ବ୍ରତ କଲେ ମାତୃତ୍ୱ ପ୍ରାପ୍ତି ହୁଅନ୍ତି । ଅପରପକ୍ଷରେ ଅଶୋକ ଗଛର ଫୁଲ, ପତ୍ର, ଚେର ଇତ୍ୟାଦି ସ୍ତ୍ରୀ ରୋଗର ମୁକ୍ତିକାରକ । ଏହି ଅଶୋକାଷ୍ଟମୀ ଦିନ ଆଠଟି ଅଶୋକା କଢ଼ି ପକାଇ ସେହି ଜଳକୁ ପାନକଲେ ସକଳ

"ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |