ଓଡିଶାର ଅନନ୍ଯ ମିଷ୍ଠାନ୍ନ - ଛେନାପୋଡ଼

ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ତାଲିକାରେ ଛେନାପୋଡ଼ ଏକ ସ୍ୱାଦିଷ୍ଟ ମିଠା ବ୍ୟଞ୍ଜନ । ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି ଏହି ବ୍ୟଞ୍ଜନଟି ଉଭୟ ପିଠା ଓ ମିଠା ଭାବରେ ଗ୍ରହଣ କରାଯାଏ ।


ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ତାଲିକାରେ ଛେନାପୋଡ଼ ଏକ ସ୍ୱାଦିଷ୍ଟ ମିଠା ବ୍ୟଞ୍ଜନ । ଛେନାରୁ ପ୍ରସ୍ତୁତ ଏହି ଖାଦ୍ୟଟି ଓଡ଼ିଶାର ଉପକୂଳ ତଥା ଏହାର ଆଖପାଖ ଅଂଚଳରେ ବେଶ ଲୋକପ୍ରିୟ । ବିଶେଷ କରି ଏହା ନୟାଗଡ଼ ଜିଲ୍ଲାର ଏକ ବିଶେଷ ବ୍ୟଞ୍ଜନ ଭାବରେ ଲୋକପ୍ରିୟତା ହାସଲ କରିଛି । ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି ଏହି ବ୍ୟଞ୍ଜନଟି ଉଭୟ ପିଠା ଓ ମିଠା ଭାବରେ

"ଓଡିଶାର ଅନନ୍ଯ ମିଷ୍ଠାନ୍ନ - ଛେନାପୋଡ଼" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ