ସଂଗୀତ ନାଟକ ଅକାଦେମି ପୁରସ୍କାର: ଜାଣନ୍ତୁ ଓଡିଶାରୁ କେତେଜଣଙ୍କୁ ମିଳିବ ଏହି ପୁରସ୍କାର

୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସଂଗୀତ ନାଟକ ଅକାଦେମି ପୁରସ୍କାର ଘୋଷଣା କରିଛି । ଏହି ପୁରସ୍କାର ପାଇଁ ଓଡ଼ିଶାର ବହୁ କଳାକାରମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।


ଫଟାେ - ସଂଗୀତ ନାଟକ ଅକାଦେମି
୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସଂଗୀତ ନାଟକ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି । ବିଶେଷ କରି ସଂଗୀତ, ନୃତ୍ୟ ଓ ନାଟକ କ୍ଷେତ୍ରରେ କଳାକାରମାନଙ୍କୁ ନିଜ ଉତ୍କର୍ଷ ପ୍ରଦର୍ଶନ ପାଇଁ କେନ୍ଦ୍ର ସଂଗୀତ ନାଟକ ଅକାଦେମି ଏହି ପୁରସ୍କାର ଘୋଷଣା କରିଥାଏ । ଏହି ପୁରସ୍କାର ପାଇଁ ଓଡ଼ିଶାର ବହୁ କଳାକାରମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ

"ସଂଗୀତ ନାଟକ ଅକାଦେମି ପୁରସ୍କାର: ଜାଣନ୍ତୁ ଓଡିଶାରୁ କେତେଜଣଙ୍କୁ ମିଳିବ ଏହି ପୁରସ୍କାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ