
ସଂସ୍କୃତି ଏବଂ ପରମ୍ପରାର ମହତ୍ତ୍ୱକୁ ଜୀବନ୍ତ ରଖିବାରେ ଏଥେନା ପ୍ରକାଶନ ସଂସ୍ଥାର ଉଦ୍ଯମ ଅନନ୍ଯ । ପ୍ରକାଶନ ବ୍ୟବସାୟରେ ଏଥେନା ପ୍ରକାଶନ ସଂସ୍ଥାର ୨୫ ବର୍ଷର ଏକ ସଫଳ ଇତିହାସ ରହିଛି । ଏହାର ପ୍ରତିଷ୍ଠାତା ହେଉଛନ୍ତି ରାଜକିଶୋର ଦାସ । ସୃଜନ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଜଣେ ଆଗ୍ରହୀ ଲେଖକ ହେଉଛନ୍ତି ରାଜକିଶୋର ଦାସ । ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼
"ଡିଜିଟାଲ୍ ମାଧ୍ୟମରେ ସାହିତ୍ଯର ବିକାଶ କରିବାକୁ ପଡିବ - ରାଜକିଶୋର ଦାସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |