ବିଶ୍ବ ରଙ୍ଗମଞ୍ଚ ଦିବସ

ରଙ୍ଗମଞ୍ଚ କଳାର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆନ୍ତର୍ଜାତିକ ରଙ୍ଗମଞ୍ଚ ପ୍ରତିଷ୍ଠାନ ଦ୍ବାରା ୧୯୬୧ରେ ଆରମ୍ଭ ହୋଇଥିଲା ବିଶ୍ବ ରଙ୍ଗମଞ୍ଚ ଦିବସ । ଥିଏଟର ବା ରଙ୍ଗମଞ୍ଚ କେବଳ ଲୋକଙ୍କ ମନୋରଞ୍ଜନ କରେ ନାହିଁ ବରଂ ସେମାନଙ୍କୁ ସାମାଜିକ ସମସ୍ୟା ବିଷୟରେ ମଧ୍ୟ ଅବଗତ କରାଏ ।


ଆଜି ବିଶ୍ବ ରଙ୍ଗମଞ୍ଚ ବା ଥିଏଟର ଦିବସ । ରଙ୍ଗମଞ୍ଚ ହେଉଛି ଏକ ପ୍ରମୁଖ କଳାକେନ୍ଦ୍ର ଯାହା ସଂସ୍କୃତିର ବାହକ । ତାହା ଏପରି ଏକ ପରମ୍ପରା ଯାହା ସମଗ୍ର ବିଶ୍ବରେ ବିଦ୍ୟମାନ। ରଙ୍ଗମଞ୍ଚରୁ ଗୋଟିଏ ଜାତିର ସାଂସ୍କୃତିକ ଜୀବନର ପରିଚୟ ମିଳେ । ଯେଉଁ ଦେଶ ଯେତେ ସଂସ୍କୃତି ସମ୍ପନ୍ନ ସେ ଦେଶ ସେତେ ଉନ୍ନତ ବୋଲି କୁହାଯାଏ । ରଙ୍ଗମଞ୍ଚ ବା ଥିଏଟର ହେଉଛି ଏକ ସହଭାଗୀ

"ବିଶ୍ବ ରଙ୍ଗମଞ୍ଚ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ