ଆଜି ବିଶ୍ବ ରଙ୍ଗମଞ୍ଚ ବା ଥିଏଟର ଦିବସ । ରଙ୍ଗମଞ୍ଚ ହେଉଛି ଏକ ପ୍ରମୁଖ କଳାକେନ୍ଦ୍ର ଯାହା ସଂସ୍କୃତିର ବାହକ । ତାହା ଏପରି ଏକ ପରମ୍ପରା ଯାହା ସମଗ୍ର ବିଶ୍ବରେ ବିଦ୍ୟମାନ। ରଙ୍ଗମଞ୍ଚରୁ ଗୋଟିଏ ଜାତିର ସାଂସ୍କୃତିକ ଜୀବନର ପରିଚୟ ମିଳେ । ଯେଉଁ ଦେଶ ଯେତେ ସଂସ୍କୃତି ସମ୍ପନ୍ନ ସେ ଦେଶ ସେତେ ଉନ୍ନତ ବୋଲି କୁହାଯାଏ । ରଙ୍ଗମଞ୍ଚ ବା ଥିଏଟର ହେଉଛି ଏକ ସହଭାଗୀ
"ବିଶ୍ବ ରଙ୍ଗମଞ୍ଚ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |