ମୋ ଓଡ଼ିଶା

୧୯୩୬ ମସିହା ଆଜିର ଦିନରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା । ଏହାରି ଭିତରେ ୮୮ ବର୍ଷ ପୂର୍ଣ୍ଣ ହୋଇଛି । ଦୀର୍ଘ ୮୮ ବର୍ଷ ଧରି ଅନେକ ସଫଳତା ଆଉ କୀର୍ତ୍ତିର କାହାଣୀ ବଖାଣୁଛି ମୋ ଓଡ଼ିଶା ।


ଓଡ଼ିଶା, ମୋ ରାଜ୍ୟ । ବୀର ପ୍ରସବିନୀ । କଳା ଓ ସଂସ୍କୃତିର ରାଜ୍ୟ । ପୁଣି ସେ ରତ୍ନଗର୍ଭା । ପାହାଡ଼, ନଦୀ, ସାଗର ପରିବେଷ୍ଟିତ ମୋ ରାଜ୍ୟ ଓଡ଼ିଶା । ଏଠି ଅଛି ଦେଓମାଳୀ ପରି ଉଚ୍ଚତମ ଶୃଙ୍ଗ ପୁଣି ଅଛି ଏଠି ବଙ୍ଗୋପସାଗର । ଏଠି ଅଛି ଶସ୍ୟଶ୍ୟାମଳା ଘଞ୍ଚ ଜଙ୍ଗଲ ଆଉ ଏଠି ଅଛି କଂକ୍ରିଟର ସହର । ସହରୀ ଆଉ ଗ୍ରାମୀଣ ରଙ୍ଗରେ

"ମୋ ଓଡ଼ିଶା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ